ମୁମ୍ବାଇ ( ଏଟଆର ବ୍ୟୁରୋ): ପ୍ରଥମ ଥର ୧୯୮୩ ମସିହାରେ ବିଶ୍ୱ କ୍ରିକେଟରେ ଇତିହାସ ରଚିଥିବା ଟିମ ଇଣ୍ଡିଆ ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଅଲରାଉଣ୍ଡର କପିଲ ଦେବ ଜୀବନୀକୁ ଆଧାର କରାଯାଇ ନିର୍ମାଣ କରାଯାଉଥିବା ଫିଲ୍ମ ‘୮୩’ର ସୁଟିଂ ଶେଷ ହୋଇଛି । ଏହି ଅବସରରେ କପିଲ ଦେବଙ୍କ ଭୂମିକା ରେ ଅଭିନୟ କରୁଥିବା ରଣବୀର ସିଂହ ଓ କପିଲ ଦେବଙ୍କର ପତ୍ନୀ ରୂପେ ଦୀପିକା ପାଦୁକନଙ୍କୁ ଦେଖିବାକୁ ମିଳିବ । ନିକଟରେ ରିୟଲ ଲାଇଫରେ ପତିପତ୍ନୀ ହୋଇଥିବା ରଣବୀର ଓ ଦୀପିକା ପ୍ରଥମଥର ପାଇଁ ରିଲରେ ଏକାଠି ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଦୀପିକାଙ୍କ ରୋଲ ଛୋଟ ହୋଇଥିଲେ ମଧ୍ୟ ଅତ୍ୟତ ଗୁରୁତ୍ୱପୂର୍ଣ୍ଣ ଅଟେ ।ସୁଟିଂ ଶେଷ ହେବା ଖୁସିରେ ମୁମ୍ବାଇରେ ଟିମର ସଦସ୍ୟ ପାର୍ଟି କରିଥିଲେ । ଏହି ପାର୍ଟିରେ ଉଭୟ ରଣବୀର ଓ ଦୀପିକାଙ୍କୁ ଏକ ନିଆରା ଅନଦାଜରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ଫିଲ୍ମର ନିର୍ଦ୍ଧେଷକ କବୀର ଖାନ ତାଙ୍କ ସ୍ତ୍ରୀଙ୍କ ସହ ଉବସ୍ଥିତ ଥିଲେ ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024