ମୁମ୍ବାଇ(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରିସାରିଛି । ଆଜି ସିବିଆଇ ତଦନ୍ତର ଅଷ୍ଟମ ଦିନ । ଏହା ଭିତରେ ସିବିଆଇ ଟିମ ସୁଶାନ୍ତଙ୍କ ଫ୍ଲାଟମେଟ ଠାରୁ କିଛି ତଥ୍ୟ ହାସଲ କରିସାରିଲେଣି । ଏହି ମାମଲାରେ ପ୍ରତିଦିନ ନୂଆ ଖୁଲାସା ହୋଇଛି। ସିବିଆଇ ଟିମ୍ ପଚରାଉଚୁରା ପାଇଁ ରିୟାଙ୍କୁ ଡକାଇଛି। ରିୟା ଏବେ ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚିଛନ୍ତି।
ବିହାର ପୋଲସ ଷ୍ଟେସନରେ ସୁଶାନ୍ତଙ୍କ ବାପା କେ କେ ସିଂ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା,ମାନସିକ ଭାବେ ପ୍ରତାରିତ କରିବା ଏବଂ ଟଙ୍କା ନେବା ଅଭିଯୋଗ କରିଥିଲେ । ସୁଶାନ୍ତଙ୍କ ବାପା ରିୟାକୁ ଗିରଫ କରିବା ପାଇଁ ଗତ କାଲି ଏକ ଭିଡିଓ ସନ୍ଦେଓ ମଧ୍ୟ ଦେଇଥିଲେ ।
ଗତ ସପ୍ତାହ ଅଗଷ୍ଟ ୧୯ତାରିଖରେ ସୁପ୍ରିମ କୋର୍ଟଙ୍କ ଅନୁମତି ମିଳିବା ପରେ ସିବିଆଇ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ସିବିଆଇ ଏବେ ସୁଦ୍ଧା ରିୟାଙ୍କ ଭାଇ ସୌଭିକ,ବାପାଙ୍କୁ ପଚରାଉଚୁରା କରି ସାରିଛି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024