ମୁମ୍ବାଇ(ଏଟିଆର ବ୍ୟୁରୋ): ଏପର୍ଯ୍ୟନ୍ତ କରୋନାରେ ଅନେକ ଟେଲିଷ୍ଟାର ସଂକ୍ରମିତ ହୋଇ ଭଲ ମଧ୍ୟ ହୋଇ ସାରିଛନ୍ତି । ଆଜି କରୋନାରେ ସଂକ୍ରମିତ ହୋଇଛନ୍ତି ଆଉଜଣେ ଲୋକପ୍ରିୟ ଟେଲିଷ୍ଟାର ଅଭିନେତା ରାଜେଶ କୁମାରା ସାରାଭାଇ ଭରସେସ ସାରାଭାଇରେ ରୋଶେଶ ଭୂମିକାରେ ସେ ଅଭିନୟ କରୁଛନ୍ତି । ସେ ନିକଟରେ ନିଜ ଶୋ ଏକ୍ସକ୍ୟୁଜ ମି ମ୍ୟାଡମର ସୁଟିଂ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ଡାକ୍ତର ତାଙ୍କୁ ଏବେ ଆରାମ କରିବାକୁ କହିଛନ୍ତି। ସେ ଏବେ ନିଜର ଚିକିତ୍ସା କରାଉଛନ୍ତି ଏବଂ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ସେ ସୁଟିଙ୍ଗ ସେଟକୁ ଅତି ସତର୍କତାର ସହିତ ଯାଆନ୍ତି କିନ୍ତୁ ତା ପରେ ମଧ୍ୟ ସେ କୋଭିଡ-୧୯ରେ ସଂକ୍ରମିତ । ତେଣୁ ତାଙ୍କ ସହ ମିଶିଥିବା ଲୋକଙ୍କୁ ସେ ଟେଷ୍ଟ କରିବାକୁ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024