ମୁମ୍ବାଇ(ଏଟିଆର):ସୁଶାନ୍ତଙ୍କ ମୃତ୍ୟ ମାମଲାର ବର୍ତ୍ତମାନ ସିବିଆଇ ତଦନ୍ତ ଆରମ୍ଭ ହୋଇସାରିଛି । ସିବିଆଇ ଟିମ ଏହି କେସର ପ୍ରଥମ ପର୍ଯ୍ୟାୟରେ ସଂପୃକ୍ତ ଅପରାଧିଙ୍କ ଠାରୁ ବୟାନ ସ୍ୱୀକାର କରିଛନ୍ତି । ସୁଶାନ୍ତଙ୍କ ବାପା ଏବେ ତାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଚକ୍ରବର୍ତ୍ତୀକୁ ଦୋଷୀ ଓ ହତ୍ୟାକାରି ବୋଲି କହିଛନ୍ତି ସୁଶାନ୍ତ ବାପା । ରିୟା ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ପଏଜନ ଦେଇ ମାରିଥିବା କଥା ମଧ୍ୟ ତାଙ୍କ ବାପା କେକେ ସିଂ କହିଛନ୍ତି । ଏହା ସହିତ ସୁଶାନ୍ତଙ୍କ ଭଉଣି ସ୍ୱେତା ସିଂ ସୁଶାନ୍ତଙ୍କ ବିରୁଦ୍ଧରେ କହୁଥିବା ଦୋଷୀମାନଙ୍କୁ ଆରେଷ୍ଟ କରିବା ପାଇଁ ଟ୍ୱିଟ କରି ଜଣାଇଛନ୍ତି । ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ସୁଶାନ୍ତଙ୍କ ସହ ତାଙ୍କ ଫ୍ଲାଟରେ ରହୁଥିବା ସହପାଠୀଙ୍କ ଠାରୁ ବୟାନ ନେଇସାରିଛି। ଆଗକୁ ମଧ୍ୟ ସିବିଆଇ ପ୍ରକୃତ ଦୋଷୀମାନଙ୍କୁ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024