ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 16th Oct
New Positive Cases: 49
Of which 0-18 years: 4
In quarantine: 29
Local contacts: 20(Details of local contacts will be shared by concerned Dist)
1. Balasore: 1
2. Bargarh: 1
3. Balangir: 6
4. Cuttack: 3
5. Deogarh: 1
6. Jajpur: 2
7. Kalahandi: 1— I & PR Department, Odisha (@IPR_Odisha) October 17, 2022
8. Khurda: 6
9. Nawarangpur: 1
10. Nayagarh: 2
11. Nuapada: 2
12. Puri: 7
13. Sambalpur: 4
14. Sonepur: 1
15. Sundargarh: 10
16. State Pool: 1New recoveries: 84
Cumulative tested: 33724846
Positive: 1335503
Recovered: 1325678
Active cases: 570— I & PR Department, Odisha (@IPR_Odisha) October 17, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୫୦୩ ରହିଥିବା ବେଳେ ୫୭୦ ଜଣ ଚିକିତ୍ସିତ ହେଉଛନ୍ତି ।