ଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ସରକାର ଆଜି ୪୭ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପରେ ସବୁଠାରୁ ଅଧିକ ଚାଲୁଥିବା ଚାଇନିଜ ଆପ ପବ୍ଚକୁ ବ୍ୟାନ କରାଯାଇପାରେ।
ଟିକଟକ ଏବଂ ୟୁସି ବ୍ରାଉଜର ପରି ପ୍ରାୟ ୫୯ଟି ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇବା ପରେ ସରକାର ଆଜି ୪୭ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଟିକଟକ ଲାଇଟ,ସେୟାର ଇଟ ଲାଇଟ,ଭିଗୋ ଲାଇଭ୍ ଲାଇଟ, ଭିଏଫ ଆଇଭ୍ ଲାଇଟ୍ ଭଳି ଆପକୁ ବ୍ୟାନ କରାଜାଇଛି। ଦେଶର ସୁରକ୍ଷା ପାଇଁ ଭାରତ ସରକାର ପ୍ରାୟ ୨୦୦ ରୁ ଅଧିକ ଚାଇନିଜ ଆପକୁ ଜାନ୍ଚ କରି ବ୍ୟାନ କରିବେ ବୋଲି ଘୋଷଣା କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ବ୍ୟାନ ତାଲିକାରେ ଗେମିଂ ଆପ୍ ପବ୍ଚ ଥିବାରୁ ଏହି ଘୋଷଣା ଅନେକ ପବ୍ଚ ପ୍ଲେୟାରଙ୍କ ମନ ଭାଙ୍ଗି ଦେଇଛି। ଏହି ଆପକୁ ଭାରତରେ ନିଷିଦ୍ଧ କରାଯାଇପାରେ ବୋଲି ସରକାର ଘୋଷଣା କରୁଛନ୍ତି ।
JUST IN
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024