ଇସ୍ରାଏଲ(ଏଟିଆର ବ୍ୟୁରୋ):ବଦଳିବାକୁ ଲାଗିଛି ଦୁନିଆ । ଏହା ସବୁ କ୍ଷେତ୍ରରେ ପରିବର୍ତ୍ତନ ହେଉଛି । ଯେଉଁଭଳି ଭାରତରେ ମୁଦ୍ରାକୁ ମଧ୍ୟ ସଂଶୋଧନ ବା ନୋଟବନ୍ଦୀ କରାଯାଇଥିଲା । ସବୁ ଦେଶର କଏନ ବା ପଇସାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ କିନ୍ତୁ ବେଳେ ବେଳେ ନୂଆ କଏନ ଆସିବା ଦ୍ୱାରା ପୁରୁଣା କଏନକୁ ଆଉ ଦେଖିବାକୁ ମିଳେ ନାହିଁ । ପରେ କୌଣସି କାରଣରୁ ଜଦି ମାଟି ଖୋଳାହୁଏ ତେବେ ମାଟିତଳୁ ଅନେକ ଦୁର୍ଲଭ ଜିନିଷ ବାହାରିବାର ଆମେ ଦେଖିବାକୁ ପାଇଥାଉ । ଠିକ ଜେମିତି ଇସ୍ରାଏଲର ପ୍ରାୟ ୧୧୦୦ ବର୍ଷ ତଳର କଏନ ଦେଖିବାକୁ ମିଳିଛି । ଇସ୍ରାଏଲର ୟବନେ ସହର ପାଖରେ ଖୋଳା ହୋଇଥିବା ଜମିରୁ ଇସ୍ଲାମି କାଳର ସୁନା କଏନ ମିଳିଛି । ଏହି ସ୍ଥାନରୁ ପ୍ରାୟ ୪୨୫ଟି ସୁନା କଏନକୁ ଜମି ଖଳନ ବେଳେ ବାହାରକରାଯାଇଛି । ପରେ ଏହାକୁ ସୁରକ୍ଷିତ ଭାବେ ନେଇ ସଂଗ୍ରାହଳୟରେ ରଖାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024