ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଭଲ ପାଇବା ଏକ ସୁନ୍ଦର ଅନୁଭୂତୀ । ଯେତେବେଳେ ଲୋକେ ଭଲ ପାଇବାରେ ପଡନ୍ତି, ସେତେବେଳେ କେବଳ ସକରାତ୍ମକ ଭଳି ଜିନିଷ ଦେଖିବାକୁ ପାଇଥାନ୍ତି । କିଛି ମାସ ବିତିଗଲା ପରେ ପ୍ରକୃତ ସଂପର୍କ ବିଷୟରେ ଜାଣିିଥାନ୍ତି ।
ବି ନାମର ବ୍ୟକ୍ତି
ଏହି ଅକ୍ଷରର ବ୍ୟକ୍ତି ବହୁତ ସୁନ୍ଦର ଅଟନ୍ତି । ତାଙ୍କର ଭଲ ଗୁଣ ପାଇଁ ସେ ସମସ୍ତଙ୍କୁ ଆକର୍ଷିତ କରି ପାରିଥାନ୍ତି । ନିଜର ଭଲ ପାଇବା ପାଇଁ ଯେକୌଣସି କାମ କରିବାକୁ ଆଗେଇ ଆସନ୍ତି । ତାଙ୍କ ସାଥିକୁ କେବେ ବି ଦୁଃଖ ଦେବାକୁ ଚାହାନ୍ତି ନାହିଁ । ଉଭୟଙ୍କ ମଧ୍ୟରେ ଭଲ ବୁଝାବଣା ରହିବା ପାଇଁ ଏହି ଅକ୍ଷରର ବ୍ୟକ୍ତି ପ୍ରାୟ ସମୟ ଉଦ୍ୟମ କରିଥାନ୍ତି । ଏହା ବ୍ୟତୀତ କେବେ ହେଲେ ତାଙ୍କ ଜୀବନସାଥିଙ୍କ ଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ ।
ପି ନାମର ବ୍ୟକ୍ତି
ଏହି ନାମର ବ୍ୟକ୍ତିମାନେ ସବୁବେଳେ ସତ କହିବାକୁ ପସନ୍ଦ କରନ୍ତି ଏବଂ ମିଛ ଠାରୁ ଦୂରେଇ ରୁହନ୍ତି । ଏମାନଙ୍କ ସ୍ୱାଭାବ ଖୁବ ଭଲ ରହିଥାଏ । ଏହି ଅକ୍ଷରର ବ୍ୟକ୍ତିମାନେ ସର୍ବଦା ଜୀବନସାଥୀଙ୍କ ସୁଖ ଏବଂ ଦୁଃଖରେ ସମାନ ଭାଗୀଦାରୀ ହେବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଥାଏ ।