କଟକ (ଏଟିଆର ବ୍ୟୁରୋ ) ; ଲାଇନଚ୍ୟୁତ ହେଲା ଫାଲକନାମା ଏକ୍ସପ୍ରେସ । ସିକନ୍ଦରାବାଦ ରୁ ହାୱଡ଼ା ଯାଉଥିବା ଫାଲକନାମା ଏକ୍ସପ୍ରେସ ଆଜି କଟକ ଜିଲ୍ଲା ନିଗୁଣ୍ଡି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଇଥିବା ସୂଚନା ମିଳିଛି । ନିଗୁଣ୍ଡି ଷ୍ଟେସନ ଠାରୁ ମାତ୍ର ୫୦୦ ମିଟର ପରେ ଟ୍ରେନ ଟି ଲାଇନଚ୍ୟୁତ ହୋଇଥିବାର ଜଣାପଡିଛି । ତେବେ ସବୁଠାରୁ ବଡ କଥା ଯେ ଟ୍ରେନଟି ଲାଇନଚ୍ୟୁତ ହେବା ପରେ ପାଖାପଖି ୪ କିଲୋମିଟର ପର୍ଯ୍ୟନ୍ତ ଘୁଷୁଡି ଘୁଷୁଡି ଚାଲିଯାଇଥିଲା । ସେପଟେ ଟ୍ରେନର ପଛରେ ଥିବା ଗାର୍ଡ କମ ଲଗେଜ ବଗିଟି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କେହି ମୃତାହତ କି କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣାସ୍ଥଳେ ତଦନ୍ତ ଜାରି ରହିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024