ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଆଇନ୍ ସହ ଖେଳ ଖେଳିଛି ଖିମଜି । ନିଜର ପକେଟ ଗରମ କରିବା ପାଇଁ ଏବେ ସବୁ ଆଇନ୍ କାନୁନକୁ ମାଡି ମୋକଚି ଅଳିଆ ଗଦାକୁ ଫିଙ୍ଗି ଦେଇଛି । ଦେଖିଲେ ଲାଗୁଛି ସତେ ଯେମିତି ଖିମଜି ମାଲିଙ୍କର କାହାକୁ ଡର ନାହିଁ କି’ ଭୟ । ଏ କଥା ନୁହେଁ ଯେ, ଖିମଜିକୁ ସବକ ଶିଖାଇବା ଲାଗି କେହି ଆଗକୁ ଆସି ନାହାନ୍ତି । ବରଂ ଟ୍ରାନ୍ସପୋର୍ଟ କମିଶନର ଖିମଜିର ଏଭଳି କାରସାଦିକୁ ଧରିବା ସହ ତା’ର ଟ୍ରେଡ୍ ଲାଇସେନ୍ସ ବାତିଲ କରିବାକୁ ସୁପାରିଶ କରିଛନ୍ତି । ହେଲେ ର୍ଦୁଭାଗ ୭୨ଘଣ୍ଟା ପରେ ବି ଖିମଜି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବା ଏବେ ଅନେକ ପ୍ରଶ୍ନ ଠିଆ କରିଛି ।
ମାନେ କିଛି ଟଙ୍କା ଲୋଭରେ ଖିମ୍ଜି ସରକାରଙ୍କର ସବୁ କାଇଦା କାନୁନକୁ ଦଳି ମକଚି ଦେଇଛି । ଏଠି ପ୍ରଶ୍ନ ଉଠୁଛି
ଖିମଜିକୁ ଏଥିପାଇଁ ସୁରକ୍ଷା ଦେଉଛି କିଏ?
କାହା ବଳରେ ବଳିୟାନ ହୋଇ ସିମା ଡେଇଁଲା ଖିମଜି?
ଏଭଳି କାରସାଦି ପ୍ରଥମ ଥର ନାଁ ପୂର୍ବରୁ ବହୁବାର କରିଛି ଖିମଜି?
ଏମିତି ତମାମ ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ଖିମ୍ଜିର ଏହି ଡବଲ କାରସାଦିକୁ ନେଇ ପୂରା ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024