ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ରାପଡା ରାଜନଗର ବିଜେଡି ପ୍ରାର୍ଥୀ ଧୃବଚରଣ ସାହୁଙ୍କ ବିରୋଧରେ ଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି । ଶ୍ରୀ ସାହୁଙ୍କ ଟିକେଟ କାଟିବାକୁ ଦାବି କରି ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରୀ ସାହୁଙ୍କ ନାମରେ ମାର୍କଫେଡ ଧାନକିଣା ଦୁର୍ନିତି ସହିତ ଟେଣ୍ଡର ଫିକ୍ସି ପରିି ଦୁର୍ନିତି ଅଭିଯୋଗରେ ସଂପୃକ୍ତି ଥିବାରୁ କର୍ମୀମାନେ ତାଙ୍କୁ ବିରୋଧ କରିବା ସହିତ ତାଙ୍କ ଟିକେଟ କାଟି ଅନ୍ୟ କାହାକୁ ଉକ୍ତ ଆଶନରେ ପ୍ରାର୍ଥୀ କରିବା ପାଇଁ ଦାବୀ କରିଛନ୍ତିି । ଶ୍ରୀ ସାହୁଙ୍କୁ ରାଜନଗରର ଅଧିକାଂଶ କର୍ମୀ ବିରୋଧ କରୁଥିବାରୁ ସେଠାରେ ତାଙ୍କର ବିଜୟ ଉପରେ ପ୍ରଶ୍ନ ଉଠୁଛି । ତେଣୁ ସେଠାରେ ତାଙ୍କର ଟିକେଟ ପରିବର୍ତନ କରିବାକୁ ବିଜେଡି କର୍ମୀ ମାନେ ଦାବି କରିଛନ୍ତି । ଯଦି ଦଳ ଟିକେଟ ପରିବର୍ତନ ନ କରେ ତେବେ ନିର୍ବାଚନରେ ଦଳକୁ ବହୁତ କ୍ଷତି ସହିବାକୁ ପଡିବ ବୋଲି ବିକ୍ଷୋଭ କରୁଥିବା ଅସନ୍ତୁଷ୍ଟ କର୍ମୀ ମାନେ କହିଛନ୍ତି ।
JUST IN
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024