ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ କେନ୍ଦ୍ର ସରକାର ଲକ ଡାଉନ ଓ ସଟ ଡାଉନର ପ୍ରତିବନ୍ଧ ଉଠାଇ ସାରିବା ପରେ ରାଜ୍ୟରେ କେବଳ କଣ୍ଟେନମେଣ୍ଟ ଅଞ୍ଚଳ ଗୁଡିକରେ ଶନି ବାର ଓ ରବିବାର ସଟଡାଇନ ହୋଇପାରିବ ବୋଲି ନିଷ୍ପତି ହୋଇଛି । ତେବେ ଏହି ପ୍ରତିବନ୍ଧକ ପରେ ରାଜ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ସେହିଭଳି ବନ୍ଦ ଥିବା ସବୁ ରେଷ୍ଟୁରାଣ୍ଟ ଓ ବାରଗୁଡିକୁ ପୁନଶ୍ଚ ଆରମ୍ଭ କରିବା ପାଇଁ ରାଜ୍ୟ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ସମସ୍ତ ହୋଟେଲ ଏବଂ ବାର୍ ଆସୋସିଏସନ୍ କୁ ଦିଆଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କୋଭିଡ-୧୯ର ଗାଇଡଲାଇନ ଏବଂ ପ୍ରତିଷେଧକ ବ୍ୟବସ୍ଥା ଉପରେ SOPର କଡା ଅନୁକରଣ ଅନୁଯାୟୀ ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ଖୋଲିବାକୁ ଅନୁମତି ଦିଆଯିବ । ତେବେ ଖୋଲିବା ଓ ବନ୍ଦ କରିବାର ସମୟ ଏବଂ ବସିବାର କ୍ଷମତା ପ୍ରକାଶ କରାଯାଇ ନାହିଁ। ଯଦି କୌଣସି କ୍ଷେତ୍ରକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷିତ କରାଯାଏ, ତେବେ ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲିବ କି ନାହିଁ ତାହା ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କୋଭିଡ -୧୯ର ଗାଇଡ ଲାଇନକୁ ପାଳନ କରି ସବୁ କାର୍ଯ୍ୟ କରାହେବା ପାଇଁ ନିଷ୍ପଚି ନିଆଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024