ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କ୍ରିକେଟ ବିଶ୍ୱକପ୍ । ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ଆଜି ହେବ ମୁକାବିଲା । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ । ଦୁଇଟି ମ୍ୟାଚ ଜିତି ନ୍ୟୁଜିଲାଣ୍ଡ ୪ ପଏଣ୍ଟ ହାସଲ କରିଥିବା ବେଳେ ବାଂଲଦେଶ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ଆଜିର ମ୍ୟାଚ ଜିତିବା ପାଇଁ ପୁରା ପ୍ରୟାସ କରିବ ବାଂଲାଦେଶ ।
ସେପଟେ ଗତକାଲି ମ୍ୟାଚରେ ଦକ୍ଷୀଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ।