NATIONAL NEWS ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ, ୫୯ ଟି ଲୋକସଭା ଆସନ ପାଇଁ ପଡିବ ଭୋଟ ATRNEWS BUREAU 18 May 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅପ୍ରେଲ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଗଣତନ୍ତ୍ରର ଏହି ମହାପର୍ବର ଆସନ୍ତା କାଲି ରହିଛି ଶେଷ ଦିନ । ଅର୍ଥାତ ଚଳିତ ଥର ନିର୍ବାଚନର ସପ୍ତମ ପର୍ଯ୍ୟାୟ ବା ... Read More »
NATIONAL NEWS ଆସନ୍ତାକାଲି ଭୋଟ , ଆଜି ଧ୍ୟାନରେ ବସିଲେ ମୋଦି ATRNEWS BUREAU 18 May 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ରହିଥିଲା ଶାନ୍ତିପୁର୍ଣ୍ଣ ଦିବସ । ଯାହାକୁ ନେଇ ସବୁ ଦଳର ପ୍ରାର୍ଥୀଙ୍କ ଛାତିରେ ଛନକା । ... Read More »
ODISHA ଆସନ୍ତାକାଲି ୩୪ଟି ବୁଥରେ ହେବ ସାନି ମତଦାନ ATRNEWS BUREAU 18 May 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ୧୪୬ ବିଧାନସଭା ଏବଂ ୨୧ ଲୋକସଭା ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ତେବେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ କିଛି ବିଭ୍ରାଟ ପାଇଁ ରାଜ୍ୟର ୩୪ଟି ... Read More »
NATIONAL NEWS ନଜର ପକାନ୍ତୁ ବିଶ୍ୱକପର୫ଜଣ ଦକ୍ଷ ବୋଲରଙ୍କ ଉପରେ… ATRNEWS BUREAU 18 May 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କ୍ରିକେଟ ମହାକୁମ୍ଭକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ବିଶ୍ୱକପ ହାତେଇବା ପାଇଁ ସବୁଦଳ ନିଜର ରଣନୀତି ଆରମ୍ଭ କରିଦେଇଛନ୍ତି । ବିଶ୍ୱକପରେ ଭାଗ ନେଇଥିବା ସବୁ ... Read More »
ODISHA ନବୀନ ପ୍ରଧାନମନ୍ତ୍ରୀ ହେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ଦାମ ରାଉତ, ଜାଣନ୍ତୁ କ’ଣ କହିଲେ ଦାମ ବାବୁ ATRNEWS BUREAU 18 May 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଏବେ କିଏ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାକୁ ଆସିଛି । ଯାହାକୁୂନେଇ ଓଡିଶା ସମେତ ... Read More »
CRIME ODISHA ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ ଜେଲ ATRNEWS BUREAU 18 May 2019 ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦେଶଦ୍ରୋହ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗର ଶୂଣାଣି କରି ... Read More »
NATIONAL NEWS ବିଜେପିକୁ ହଟାଇବାକୁ ରାହୁଲଙ୍କ ସହିତ ଆଲୋଚନା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ATRNEWS BUREAU 18 May 2019 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ କଂଗ୍ରେସ ତାର ରଣନୀତି ଆରମ୍ଭ କରିସାରିଛି । ଭୋଟ ଗଣତିକୁ ଆଉ ମାତ୍ର ୫ ଦିନ ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ... Read More »
ODISHA ଜାତୀୟ ସ୍ତରରେ ବିଜେଡିକୁ ଗୁରୁତ୍ୱ ATRNEWS BUREAU 18 May 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରରେ କିଏ ସରକାର ଗଢ଼ିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେପି ନାଁ କଂଗ୍ରେସ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନ ପାଲଟିଛି । ପ୍ରଶ୍ନ ... Read More »
CRIME INDIA ଗୌହାଟୀ ବିସ୍ଫୋରଣକୁ ବିତିଲା ୩ଦିନ ATRNEWS BUREAU 18 May 2019 ଗୋହାଟୀ (ଏଟିଆର ବ୍ୟୁରୋ); ବୁଧବାର ସଂନ୍ଧ୍ୟାରେ ଆସାମର ରାଜଧାନୀ ଗୌହାଟୀରେ ଉଲଫା ଦ୍ୱାରା ହୋଇଥିବା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୧୧ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଏବେ ପୋଲିସ ଉକ୍ତ ଅଞ୍ଚଳରେ ... Read More »