LIFESTYLE OF ODISHA ଜାଣନ୍ତୁ ବିବାହ ପରେ ଝିଅଙ୍କର ଆସୁଥିବା ୫ ପରିବର୍ତ୍ତନ ATRNEWS BUREAU 21 May 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାଧାରଣତ ଝିଅ ଟିଏ ବାହା ହୋଇ ସାରିବା ପରେ ସେ ବହୁତ ବଦଳି ଗଲା ବୋଲି ଆମେ କହିଥାଉ । ସେମତି ବି ଲାଗେ । ବାଡୁଅ ବେଳର ... Read More »
ODISHA ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ: ସିଇଓ ATRNEWS BUREAU 21 May 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ ମାତ୍ର ଦୁଇଦିନ ପରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ତେବେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ... Read More »
NATIONAL NEWS ଆଜି ଇଂଲଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ ATRNEWS BUREAU 21 May 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମାହାକୁମ୍ଭ । ଦିନିକିଆ ବିଶ୍ୱକପରେ ଭାଗ ନେବା ପାଇଁ ଆଜି ଇଂଲଣ୍ଡ ଗସ୍ତରେ ବାହାରୁଛି ଭାରତୀୟ ଦଳ । ... Read More »
ODISHA ଜୀବନସାଥୀଙ୍କ ପାଇଁ କିଛି ବି କରିପାରେ:ଦୂତି ATRNEWS BUREAU 21 May 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦୌଡରାଣୀ ଦୂତି ଚାନ୍ଦଙ୍କୁ ନେଇ ଦୁଇ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ସମଲିଙ୍ଗୀ ବିବାହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଦୂତି । ପରିବାର ଲୋକ ଏହାକୁ ... Read More »
ODISHA ପାଣି ଦିଅ ଆମେ ବାଟ ଛାଡିବୁ ATRNEWS BUREAU 21 May 2019 କଳାହାଣ୍ଡି ( ଏଟିଆର ବ୍ୟୁରୋ): ଡହଡହ ଖରାରେ ଭାଜି ହେଉଛି ଓଡିଶା । ଯୁଆଡେ ଦେଖିବ ସିଆଡେ ଟାଇଁ ଟାଇଁ ଖରା ମୁହଁ ହାତ ଜାଳି ପକାଉଛି । ଖରା ପାଇଁ ଲୋକେ ବହୁତ ... Read More »
ODISHA ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ବିଜେପି କର୍ମୀ ATRNEWS BUREAU 21 May 2019 କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରପଡା ପାଟକୁରା ନର୍ବାଚନ ମଣ୍ଡଳିରେ ତୁରନ୍ତ ନିର୍ବାଚନ କରିବା ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ।ଏ ନେଇ ବିଜେପି ଦାବି ... Read More »
NATIONAL NEWS ଧର୍ମେନ୍ଦ୍ରଙ୍କ ପ୍ରଶଂସା ଆଉ ଇସାରା ନୁହେଁ ତ ! ATRNEWS BUREAU 21 May 2019 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆବଶ୍ୟକ ହେଲେ ପୁଣି ବିଜେଡି ବିଜେପି ମେଣ୍ଟ ହବା କଥା ବରିଷ୍ଠ ନେତା ଦାମ ରାଉତ କହିଥିଲେ । ଯାହାକୁ ନେଇ ଚର୍ଚ୍ଚର୍ା ଜୋର ଧରିଥିଲା । ସତରେ ... Read More »
CRIME ODISHA କୋର୍ଟରୁ ଖସି ଯାଇଥିବା କଏଦୀ ଗିରଫ ATRNEWS BUREAU 21 May 2019 କେନ୍ଦୁଝର ( ଏଟିଆର ବ୍ୟୁରୋ): ବିଚାର ପାଇଁ କୋର୍ଟ ଆସିଥିବା ଜଣେ କଏଦୀ ଗତ ୧ ତାରିଖରେ କୋର୍ଟର୍ ପରିସରରୁ ଫେରାର ହୋଇଯାଇଥିଲା । ସେହି ଫେରାର କଏଦୀକୁ ଆଜି ଏକ ସ୍କୁଲ ହତାରୁ ... Read More »
INTERNATIONAL NEWS ବିଶ୍ୱକପ ଆକଳନ ATRNEWS BUREAU 21 May 2019 ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ । କ୍ରିକେଟ ମହାକୁମ୍ଭକୁ ନେଇ କ୍ରିକେଟ ପଣ୍ଡିତମାନେ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରି ଦେଇଛନ୍ତି ... Read More »