CRIME ODISHA ଥାନା ଛାତରୁ ଡେଇଁ ଯୁବକ ଆହତ ATRNEWS BUREAU 28 May 2019 ସୁବର୍ଣ୍ଣପୁର ( ଏଟିଆର ବ୍ୟୁରୋ): ସକାଳେ ତହସିଲ ଅଫିସରେ ପାଟତୁଣ୍ଡ କରିବାରୁ ପୋଲିସ କାବୁ କରି ଥାନାକୁ ନେଇଥିଲା । ସେଠାରେ ଯୁବକ ଜଣଙ୍କ ଥାନା ଛାତରୁ ତଳକୁ ଡେଇଁ ଗୁରୁତର ଆହାତ ହୋଇଛନ୍ତି ... Read More »
NATIONAL NEWS ଦିଦିଙ୍କ ପାଇଁ ଅଡୁଆ ହେଲା ବିଜେପି, ୩ ବିଧାୟକ ଓ ୨୦ କାଉନସିଲର ମିଶିପାରନ୍ତି ବିଜେପିରେ ATRNEWS BUREAU 28 May 2019 କୋଲକାତା ( ଏଟିଆର ବ୍ୟୁରୋ): ସଦ୍ୟସମାପ୍ତ ନିର୍ବାଚନରେ ବିଜେପି ବାଜି ମାରିଥିଲା ଦିଦିଙ୍କ ଗଡରେ । ଟି ଲୋକସଭା ଆସନ ପାଇଁ ଦିଦିଙ୍କ ଟେନସନ ବଢେଇ ଦେଇଥିବା ବିଜେପିକୁ ପୁଣି ମିଳିଛି ଏକ ବଡ ... Read More »
NATIONAL NEWS ମୋଦିଙ୍କୁ ପ୍ରଶଂସା କଲେ ରଜନୀକାନ୍ତ ATRNEWS BUREAU 28 May 2019 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ବାଚନରେ ମୋଦିଙ୍କ ବିପୁଳ ବିଜୟ ପାଇଁ ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଏଥି ସହିତ ସେ ଆସନ୍ତା ୩୦ ତାରିଖରେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ... Read More »
CRIME ODISHA ମଦ ପାଇଁ ସ୍ୱାମୀ ନେଲା ସ୍ତ୍ରୀ ଜୀବନ ATRNEWS BUREAU 28 May 2019 କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ମାତ୍ର ୧୦୦ ଟଙ୍କା ପାଇଁ ସ୍ୱାମୀ ନେଲା ସ୍ତ୍ରୀ ଜୀବନ । ମଦ ପିଇବାକୁ ପଇସା ମାଗିଲା , ସ୍ତ୍ରୀ ଟଙ୍କା ନଦେବାରୁ କାଠ ଫାଳିଆରେ ସ୍ତ୍ରୀକୁ ପିଟି ... Read More »
ODISHA ଅଂଶୁଘାତରେ ଗଲା ମହିଳା ଶ୍ରମିକଙ୍କ ଜୀବନ ATRNEWS BUREAU 28 May 2019 ବରଗଡ (ଏଟିଆର ବ୍ୟୂରୋ): ପୁଣି ଖରା ନେଲା ଜୀବନ । ଚଗତ ଦୁଇ ଦିନ ତଳେ ଜଣେ ଅଶୁଂଘାତରେ ଜଷର ଦିନ ମଜୁରିଆଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଦିନ ମଜୁରିଆଙ୍କର ... Read More »
NATIONAL NEWS ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ATRNEWS BUREAU 28 May 2019 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ବାଚନରେ ବିଜେପି ବିପୁଳ ଜନମତ ସହ ସରକାର ଗଢିବାକୁ ଯାଉଛି । ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମଣ୍ଡଳର ସପଥ ଉତ୍ସବ ଅନୁଷ୍ଠିତ ହେବ ... Read More »
ODISHA ଜନତା ବାଛିବେ ବିଜେଡିର ଉତ୍ତରାଧିକାରୀ : ନବୀନ ATRNEWS BUREAU 28 May 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ । ନିଜର ପାରମ୍ପାରିକ ଆସନ ହିଞ୍ଜିଳି ଓ ବିଜେପୁରରୁ ... Read More »
CRIME ODISHA ମହିଳାଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ ATRNEWS BUREAU 28 May 2019 କଟକ (ଏଟିଆର ବ୍ୟୁରୋ); ଘରୋଇ କଳିକୁ କେନ୍ଦ୍ର କରି ମହିଳାଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ । ଟାଙ୍ଗିଆ ଚୋଟରେ ଗଲା ମହିଳାଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ... Read More »
ACCIDENTS & MISHAPS ସୌଭିକ ବିଶ୍ୱାଳଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ATRNEWS BUREAU 28 May 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଟକ ଚୌଦ୍ୱାରର ନବ ନିର୍ବାଚିତ ବିଧାୟକ ସୌଭିକ ବିଶ୍ୱାଳ ଗାଡି ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ସୌଭିକ । ତାଙ୍କର ଜଣେ ସହଯୋଗୀ ଆହତ ହୋଇଛନ୍ତି । ୧୬ ... Read More »