ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ମହାମାରୀ ବଢିବାରେ ଲାଗିଛି । ସାରା ଦେଶ ଭ୍ୟାକ୍ସିନ ଓ ଆଣ୍ଟିବଡି ବଡି ପାଇଁ ପ୍ରସ୍ତୁତ ହେଉଛି । ତେଣୁ ଅହି ପରିପ୍ରେକ୍ଷିରେ ଗତ କାଲି ରାଜ୍ୟର କୋରୋନା ସ୍ଥିତିକୁ ନେଇ ଅପଡେଟ ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଗଞ୍ଜାମର ୩୧ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ବିକଶିତ ହୋଇଥିବା ସେ କହିଛନ୍ତି । ଏହା ସହ ସେରୋଲୋଜିକାଲ ସର୍ଭେ ପାଇଁ ବ୍ରହ୍ମପୁରରେ ୨୮୩୦ ଲୋକଙ୍କ ଠାରୁ ସାମ୍ପୁଲ ନିଆଯାଇଥିଲା। ୩୧ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି। ସେହିପରି ସହରାଞ୍ଚଳ ବସ୍ତିରେ ୪୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ମିଳିଛି।
ଆରଏମଆରସି ନିର୍ଦ୍ଦେଶିକା କହିଛନ୍ତି ଯେ, ପ୍ରଥମେ ପୁରୀ ପରେ ଭୁବନେଶ୍ୱର ଓ ବର୍ତ୍ତମାନ ଗ୍ରାମରେ ପ୍ରଥମ ପର୍ୟ୍ୟାୟ ସର୍ଭେ ସରିଛି। ବର୍ତ୍ତମାନ କଟକ ବଡ଼ମ୍ବା ଓ ନରସିଂହପୁରରେ ସର୍ଭେ ଜାରି ରହିଛି। ଏହାପରେ କଟକ, ଗଜପତି, ଓ ରାଉରକେଲାରେ ସର୍ଭେ କରାଯିବ । ରାଜ୍ୟରେ ସୁସ୍ଥହାର ବଢୁଥିବା ମଧ୍ୟ ସେ କହିଛନ୍ତି । ସେପ୍ଟମ୍ବର ସୁଧା ଏହା ହୁଏତ ନିୟନ୍ତ୍ରଣ ହୋଇପାରେ ।
JUST IN
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024