ଭୁବନେଶ୍ୱର (ଏଟିଆର ବ୍ୟୁରୋ) :ମାଟ୍ରିକ ପରୀକ୍ଷା ଫଳ ଫର୍ମ ଫିଲପ ପାଇଁ ପ୍ରତ୍ୟାହିତ ହେଲା ବିଜ୍ଞପ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଧେଶ ଦେଇଛନ୍ତି ।ଗତ ୫ ତାରିଖରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି ।ରାଜ୍ୟରେ କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିନଥିବା ବେଳେ ଆରପଟେ ଫର୍ମ ଫିଲପ ର ବିଜ୍ଞପ୍ତି ପ୍ରକାଶ ପାଇବାରୁ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଡ଼ିସେମ୍ବର ୩୧ମାସ ପର୍ଯ୍ୟନ୍ତ ରାଜ୍ୟରେ କୋ÷ଣସି ସ୍କୁଲ ଖୋଲିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।ସେହି ଭଳି ପୂର୍ବପରି ଅନଲାଇନ ପାଠପଢା ଜାରି ରହିବ ବୋଲି ସମୀର ଦାଶ କହିଛନ୍ତି ।
ଆନ୍ଧ୍ରପ୍ରପେଶରେ ସ୍କୁଲ ଖୋଲିବାର ତିନି ଦିନ ମଧ୍ୟରେ ସେଠାକାର ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲାମାନେ ବହୁ ମାତ୍ରାରେ ସଂକ୍ରମଣ ହୋଇଥିଲେ । ଦୀର୍ଘ ମାସ ଧରି ସ୍କୁଲ ଖୋଲି ନଥିବା ବେଳେ କିପରି ପିଲାମାନେ ପରୀକ୍ଷା ଦେବେ ଏ ନେଇ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ସମୀର ଦାଶ କହିଛନ୍ତି ଯେପରି ପୂର୍ବ ଭଳି ଅନଲାଇନରେ ପାଠପଢା କାରି ରହିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024