ମୁମ୍ବାଇ( ଏଟିଆର ବ୍ୟୁରୋ): ବିଗବି ଅମିତାଭ ବଚ୍ଚନଙ୍କ ଆଗରେ ହାର ମାନିଛି ମାନିଥିଲା ମହାମାରୀ କୋରୋନା । କିଛି ଦିନ ପୂର୍ବରୁ ସେ କୋରୋନା ରୋଗୋରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ବର୍ତ୍ତମାନ ଆରମ୍ଭ ହୋଇଛି ଅମିତାଭ ବଚ୍ଚନଙ୍କ ସବୁଠାରୁ ବଡ ସୋ କେବିସି । କିଛି ଦିନ ପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଖୁବ ଶୀଘ୍ର କେବିସି-୧୨ରେ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ଜ୍ଝ ବର୍ତମାନ କେବିଶି ୧୨ ର ସୁଟିଂ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । ଅମିତାଭ ବଚ୍ଚନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସୁଟିଂ ସେଟର ଏକ ଫଟୋ ସେୟାର କରିଛନ୍ତି ଜ୍ଝ ସେଟରେ ସମସ୍ତେ ପିପିଇ କିଟ ପିନ୍ଧିଥିବା ଫଟୋରେ ଦେଖିବାକୁ ମିଳିଛି । ଏହାସହ ପୁରା ସେଟକୁ ନୀଳ ରଙ୍ଗର ସୁରକ୍ଷା କଭର ଢଙ୍କା ଯାଇଛି । ସେଟରେ କ୍ୟାମେରାମ୍ୟାନ ସମେତ ଅନ୍ୟ ସମସ୍ତ ସଦସ୍ୟ ପିପିଇ କିଟ, ଗ୍ଲୋଭସ୍ ଓ ମାସ୍କ ପିନ୍ଧିଛନ୍ତି । ତାଙ୍କ ପୋଷ୍ଟକୁ ଦେଖି ଲୋକେ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ବିଗ ବି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି ।
ସେ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କ ସହିତ ରୋମାଞ୍ଚକ ପୋଷ୍ଟ ସେୟାର କରିଥାନ୍ତି । ପ୍ରଶଂସକ ମଧ୍ୟ ତାଙ୍କ ପୋଷ୍ଟକୁ ଖୁବ ପସନ୍ଦ କରିଛନ୍ତି । ତେବେ ନିଜର ଲୋକପ୍ରିୟ କାମର ଆରମ୍ଭ କୁ ନେଇ ସେ ଖୁସିଥିବା ପ୍ରକାଶ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024