ମୁମ୍ବାଇ(ଏଟିଆର ବ୍ୟୁରୋ): ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀ ଏବଂ ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ଘରକୁ ଏକ ନୂତନ ଅତିଥି ଆସିଛନ୍ତି। ମନ୍ଦିରା ଏବଂ ରାଜ କୋଲେଇ ନେଇଛନ୍ତି ଏକ ଚାରି ବର୍ଷର କୁନି ଝିଉକୁ । ପଣି ଥରେ ମା’ ହୋଇଛନ୍ତି ମନ୍ଦିରା । ଦଶହରାର ଏହି ଶୁଭ ଅବସରରେ ଏହି ବିଷୟରେ ସୂଚନା ଦେଇ ଅଭିନେତ୍ରୀ ନିଜ ଝିଅର ନାମ ପ୍ରକାଶ କରିଥିଲେ। ମନ୍ଦିରା ବେଦୀଙ୍କର ଏକ ନଅ ବର୍ଷର ପୁଅ ଅଛି କିନ୍ତୁ ସେ ଝିଅଙ୍କୁ ଅଧିକ ଭଲପାଆନ୍ତି ତେଣୁ ସେ ଏକ କନ୍ୟା ସନ୍ତାନକୁ କୋଲେଇ ନେଇଛନ୍ତି । ମନ୍ଦିରା କହିଛନ୍ତି ଯେ ସେ ତାଙ୍କ ଝିଅର ନାମ ତାରା ବେଦୀ କୌଶଲ ରଖିଛନ୍ତି। ମନ୍ଦିରା ବେଦୀ ପରିବାର ସହିତ ଏକ ଛବି ସେୟାର କରିଥିଲେ। ଏକ କବିତା ମାଧ୍ୟମରେ ସେ କହିଥିଲେ ଯେ ସେ ଚାରି ମାସ ପୂର୍ବରୁ ତାରଙ୍କୁ ଗ୍ରହଣ କରିଥିଲେ। ସେ ଲେଖିଛନ୍ତି, ‘ସେ ଆଶୀର୍ବାଦ ପରି ଆମ ପାଖକୁ ଆସିଥିଲେ। ଆମର ଛୋଟ ଝିଅ ତାରା । ମନ୍ଦିରାଙ୍କ ସ୍ୱାମୀ ମଧ୍ୟ ପୋଷ୍ଟ କରି ଲେଖିଥିଲେ ହେି ଶୁଭ ଦଶହରା ଅବସରରେ ଅଆମେ ଆମ କୁନି ତାରା ସହ ଆପଣଙ୍କୁ ଭେଟ କରାଉଛୁ । ଏବେ ମୋତେ ଆମ ପରିବାର ପୂରା ଲାଗୁଛି । ଆମେ ଦୁହେଁ ଓ ଆମର ଦୁହେଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024