ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଦିପୁରୁଷ ଫିଲ୍ମରୁ ବାହାରି ପାରନ୍ତି ନବାବ ସୈଫ ଅଲ୍ଲୀ ଖାଁ । ଓମ ରାଉତ ଡାଇରେକ୍ସନରେ ନିର୍ମାଣ ହେବାକୁ ଯାଉଛି ବିଗ ବଜେଟ ଫିଲ୍ମ ଆଦିପୁରୁଷ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ ସୁପରଷ୍ଟାର ପ୍ରଭାସ , ରାମ ଚରିତ୍ରରେ ଅଭିନୟ କରୁଥିବା ବେଳେ ସୈଫ ରାବଣ ଭଳି ଦମଦାର ଖଳନାୟକ ଭୂମିକାରେ ନଜରେ ଆସିବେ । କିଛି ଦିନ ତଳେ ଫିଲ୍ମ ନିର୍ମାତା ଆଦିପୁରୁଷର ପୋଷ୍ଟର ରିଲିଜ କରିଥିଲେ ।
ଯାହାପରେ ସୋସିଆଲ ମିଡିଆରେ ସୈଫକୁ ଫିଲ୍ମରୁ ବାହାର କରି ଦେବାକୁ ଦାବି ହୋଇଆସୁଛି । କାରଣ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ନେପୋଟିଜିମ ଓ ଖାଁନ ମାନଙ୍କର ଫିଲ୍ମକୁ ବିରୋଧ କରାଯିବା ସହ ଏହାକୁ ଦେଖିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି ଦର୍ଶକ। କିଛି ଦିନ ତଳେ ରିଲିଜ ହୋଇଥିବା ସଡକ ୨ ଫିଲ୍ମକୁ ବୟକଟ କରିଥିଲେ ଦର୍ଶକ । ଏହାର ପ୍ରମୁଖ କାରଣ ହେଉଛି ଏହି ଫିଲ୍ମରେ ଅଭିନୟ ମୁଖ୍ୟ ଚରିତ୍ର ସବୁ ଷ୍ଟାର କିଡସ ହୋଇଥିବା ବେଳେ ଏହାକୁ ମହେଶ ଭଟ୍ଟ ନିର୍ଦେଶନା ଦେଇଥିଲେ । ତେବେ ଆଗକୁ ଏହିଭଳି ପରିସ୍ଥିତିକୁ ଏଡାଇବା ପାଇଁ ହୁଏତ ଆଦିପୁରୁଷ ଫିଲ୍ମରୁ ସୈଫକୁ ବାହାର କରିବାକୁ ଚିନ୍ତା କରିପାରନ୍ତି ନିର୍ମାତା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024