ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସମଗ୍ର ଦେଶରେ ଆଜି ପାଳନ ହେଉଛି ବକ୍ରିଦ୍ ଅର୍ଥାତ ଇଦ୍-ଉଲ୍- ଆଧା। ଦିଲ୍ଲୀର ଜାମା ମସଜିଦରେ ଆଜି ସକାଳ ୦୬.୫ ସମୟରେ ଲୋକମାନେ ପ୍ରାର୍ଥନା କରିଥିଲା । କରୋନା ସଙ୍କଟ କାରଣରୁ ମସଜିଦ୍ ପ୍ରଶାସନର ଲୋକମାନେ ଜାମା ମସଜିଦରେ ପ୍ରାର୍ଥନା କରିବାକୁ ଆସିଥିବା ଲୋକଙ୍କୁ ସାବଧାନତାର ସହିତ ପ୍ରାର୍ଥନା କରିବା ପାଇଁ ବାରମ୍ବାର ନିବେଦନ କରିଥିଲେ। ଜାମା ମସଜିଦରେ ଆୟୋଜିତ କରାଯାଇଥିବା ପ୍ରାର୍ଥନା ପାଇଁ ପୋଲିସ୍ କର୍ମଚାରୀମାନେ ଲୋକମାନଙ୍କୁ କେବଳ ଥର୍ମାଲ୍ ସ୍କ୍ରିନିଂ କରିବା ପରେ ମସଜିଦକୁ ପ୍ରବେଶ କରାଇଥିଲେ ।
ତେବେ ଜାମା ମସଜିଦ୍ରେ ନମାଜ ସମୟରେ ମିଶ୍ରିତ ଚିତ୍ର ଦେଖିବାକୁ ମିଳିଥିଲା। କରୋନା ସଙ୍କଟରେ କେତେକ ନମାଜୀ ସାମାଜିକ ଦୂରତା ଅନୁସରଣ କରୁଥିବାବେଳେ କେତେକ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଇଥିଲା। ମସଜିଦ୍ ସମ୍ମୁଖରେ ବସିଥିବା ଲୋକମାନେ କିଛି ଦୂରତ୍ୱ ଅବଲମ୍ବନ କରି ପ୍ରାର୍ଥନା କରୁଥିଲେ କିନ୍ତୁ ପଛରେ ବସିଥିବା ଲୋକମାନେ ଅତି ନିକଟରୁ ବସି ନମାଜ କରୁଥିବାର ଦେଖାଯାଇଥିଲା । ଇଦ୍-ଉଲ୍ ଫିତର ପରେ ଇଦ୍-ଉଲ୍- ଆଧା ବା ବକ୍ରିଦ୍ ହେଉଛି ମୁସଲମାନଙ୍କର ଦ୍ୱିତୀୟ ବୃହତ୍ତମ ପର୍ବ କିନ୍ତୁ କୋରୋନା ମହାମାରୀ ପାଇଁ ସବୁ ବର୍ଷ ଭଳି ଏହି ବର୍ଷ ଇଦ୍-ଉଲ୍- ଆଧାକୁ ପାଳନ କରାହୋଇପାରିବ ନାହିଁ । ଉତ୍ସବରେ ଭିଡ ହେବା ନେଇ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024