ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମ ପାଇଁ ଭାରତୀୟ ନୌସେନାରେ ସାମିଲ ହେଲେ ଦୁଇ ମହିଳା । ଆଜି ଏହି ଦୁଇ ମହିଳା ଅଧିକାରୀମାନେ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ ନୌସେନାର ହେଲିକପ୍ଟର ବିଭାଗରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି ଦୁଇ ମହିଳା । ମହିଳା ଅଧିକାରୀ ଦୁଇ ଜଣ ହେଲେ ସବ ଲେଫ୍ଟନାଣ୍ଟ କୁମୁଦିନି ଟାୟାଗି ଏବଂ ସବ ଲେଫ୍ଟନାଣ୍ଟ ରେତି ସିଂ ।
ପୂର୍ବରୁ ମହିଳାଙ୍କ ଚାକିରି ସ୍ଥିର ୱିଙ୍ଗ ବିମାନରେ ସୀମିତ ଥିଲା । ହେଲେ ସରକାରଙ୍କର ଏହି ପଦକ୍ଷେପ ଆଗାମୀ ଦିନରେ ଲିଙ୍ଗଗତ ସମାନତା ଦିଗରେ ଏକ ବଡ ପଦକ୍ଷେପ ବୋଲି ବିଶ୍ୱାସ କରାଯାଏ । ଉଭୟେ ଦୁଇ ମହିଳା ପ୍ରଥମ ଅଧିକାରୀ ହେବେ ଯେଉଁମାନେ ବାୟୁସେନା ଯୁଦ୍ଧ ବିମାନରେ ନିୟୋଜିତ ହେବେ । ଭାରତୀୟ ନୌସେନାର ୧୭ଜଣ ଅଧିକାରୀଙ୍କ ଗ୍ରୁଫରେ ଏହି ଦୁଇ ମହିଳା ଅଧିକାରୀ ସାମିଲ ହୋଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024