ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଜଳିଗଲା ବାୟୁସେନାର ଲଢୁଆ ବିମାନ । ଅଳ୍ପକେ ବର୍ତ୍ତିଗଲେ ପାଇଲଟ । ଭାରତୀୟ ବାୟୁସେନାର ଗୋଟେ ଗୋଟେ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଜସ୍ଥାନର ଯୋଧପୁର ଠାରେ ଆଜି ସକାଳ ସମୟରେ ଭାରତୀୟ ବାୟୁସେନାର Mig ୨୭ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଆଜି ସକାଳେ ଯୋଧପୁର ନିକଟ ଦେବଲିଆ ଗ୍ରାମ ନିକଟରେ ବାୟୁସେନା Mig ୨୭ ବିମାନଟି ଦୁର୍ଘଟଣା ଗ୍ରସ୍ଥ ହୋଇ ଖସି ପଡିଥିଲା । ପରେ ବିମାନଟି ସମ୍ପୁର୍ଣ୍ଣ ଜଳିଯାଇଥିଲା । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣା ପଡିଛି । ପାଇଲଟ ସମ୍ପୁର୍ଣ୍ଣ ଠିକ ଥିବା ଜଣା ପଡିଛି ।
ଭାରତୀୟ ବାୟୁସେନାର Mig ୨୭ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେବାର ଖବର ପାଇ ବାୟୁସେନାର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣା ପଡିନଥିବା ବେଳେ ଘଟଣା ର ତଦନ୍ତ କରାଯିବ ବୋଲି ବାୟୁସେନାର ଅଧିକାରୀ କହିଛନ୍ତି । ସେପଟେ ବାରମ୍ବାର ବାୟୁସେନାର ବହୁ ଲଢୁଆ ବିମାନ ଗୁଡିକ ଦୁର୍ଘଟଣା ଗ୍ରସ୍ଥ ହେଉଥିବାରୁ ବାୟୁସେନା ଅଧିକାରୀଙ୍କ ଚିନ୍ତା ବଢାଉଛି ।
JUST IN
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024