ପୁରୀ,(ଏଟିଆର ବ୍ୟୁରୋ): ମହଙ୍ଗା ପଡିଲା ଭକ୍ତଙ୍କୁ ମାଡ଼ ଘଟଣା । ଭକ୍ତଙ୍କ ସୁନାଚେନ ଛିଣ୍ଡାଇ ନେବା ଓ ନିର୍ଘାତ ମାଡ ମାରିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ନେଇଛି କାର୍ଯ୍ୟାନୁଷ୍ଠାନ । ଦୁଇ ସେବାୟତ ସୋମନାଥ ମେକାପ ଓ ମଦନ ଖୁଣ୍ଟିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେବାରୁ ନିଲମ୍ବିତ କରାଯାଇଛି ।
ସୋମବାର ଦିନତମାମ ଆଲୋଚନା ହେବା ପରେ ମନ୍ଦିର ପ୍ରଶାସନ ଓ ଦୁଇ ନିଯୋଗ ଏହି ନିଷ୍ପତି ନେଇଛନ୍ତି । ରବିବାର ମହାରାଷ୍ଟ୍ରର ଭକ୍ତ ଚେତନ ଗଣପତି ଜୀ ଅମୋଲକର ତାଙ୍କ ପତ୍ନୀଙ୍କ ସହ ପୁରୀ ଆସିଥିଲେ । ତେବେ ଭିତରକାଠ ନିକଟରେ ଦାନ ଅର୍ଥକୁ ନେଇ ସେବାୟତଙ୍କ ସହ ତାଙ୍କର ବଚସା ହୋଇଥିଲା । ଏଥିରେ ଉତ୍ତକ୍ଷିପ୍ତ ହୋଇ ସେବାୟତମାନେ ତାଙ୍କୁ ମାଡ଼ ମାରି ସୁନାଚେନ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଘଟଣା ପରଠୁ ମାଡ଼ ମାରିଥିବା ୨ ସେବାୟତ ଫେରାର ଅଛନ୍ତି ।
Gopinath Senapati
The accused sebayat should be banned from seba-puja for life time. The it would be an example for others.
Santosh Kumar Kar
Why the administration suspeded them . Why the administration did not send that bastrads to jail ? I am not satisfied..I think it is politics…