ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରାମଣ ବଢିବାରେ ଲାଗିଛି । ଆଜି ୧୭୪ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୬ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୧୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 17th JUNE
New positive cases: 174
In quarantine: 146
Local contacts: 28(Details of local contacts will be shared by concerned Dist Administration)
District Wise Cases
1. Keonjhar: 5
2. Jajpur: 9
3. Nawarangpur: 7
4. Khordha: 10
5. Koraput: 6— I & PR Department, Odisha (@IPR_Odisha) June 18, 2020
ସେହିପରି କେନ୍ଦୁଝରରୁ ୫, ଯାଜପୁରରୁ ୯, ନବରଙ୍ଗପୁରରୁ ୭, ଖୋର୍ଦ୍ଧାରୁ ୧୦, କୋରାପୁଟରୁ ୬ , ମାଲକାନ୍ଗିରିରୁ ଜଣେ, ବାଲେଶ୍ୱରରୁ ୩୪, କଳାହାଣ୍ଡରୁ ୬, ନୂଆପଡାରୁ ଜଣେ, କନ୍ଧମାଳରୁ ୩, ଭଦ୍ରକରୁ ୩, ବୌଦ୍ଧରୁ ୨, ପୁରୀରୁ ୧୬, ସୁନ୍ଦରଗଡରୁ ୩, କେନ୍ଦ୍ରପଡାରୁ ୭, ବରଗଡରୁ ୪, ବଲାଙ୍ଗୀରରୁ ଜଣ ରହିଛନ୍ତି । ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ହଜାର ୦୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪୫୧ ଟି ସକ୍ରିୟ କେସ୍ ରହିଛି ।
6. Malkangiri: 1
7. Balasore: 34
8. Kalahandi: 6
9. Nuapada: 1
10. Kandhamal: 3
11. Bhadrak: 3
12. Ganjam: 56
13. Boudh: 2
14. Puri: 16
15. Sundargarh: 3
16. Kendrapada: 7
17. Bargarh: 4
18. Bolangir: 1— I & PR Department, Odisha (@IPR_Odisha) June 18, 2020