ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ହନୁମାନ ଜନ୍ମୋତ୍ସବ ପାଳନ କରାଯାଏ । ଏହିଦିନକୁ ଖୁବ୍ ଧୁମ୍ ଧାମ୍ ରେ ପାଳନ କରାଯାଏ । ସେହିପରି ଆସନ୍ତାକାଲି ହେଉଛି ହନୁମାନଙ୍କ ଜନ୍ମୋତ୍ସବ । ଖୁବ୍ ଶୀଘ୍ର ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତୀ ହନୁମାନ । ଏହି ଅବସରରେ ଆସନ୍ତୁ ଜାଣିବା ସଙ୍କଟମୋଚନକୁ ପ୍ରସନ୍ନ କରିବା ପାଇଁ କିଛି ମନ୍ତ୍ର ବିଷୟରେ । ରାଶି ଅନୁସାରେ ଏହି ମନ୍ତ୍ରକୁ ଜପିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ରାଶି ଅନୁସାରେ ମନ୍ତ୍ର:
ମେଷ ରାଶି- ଓଁ ସର୍ବଦୁଖହରାୟ ନମ
ବୃଷ ରାଶି- ଓଁ କପିସେନାନାୟକ ନମ
ମିଥୁନ ରାଶି- ଓଁ ମନୋଜବାୟ ନମ
କର୍କଟ ରାଶି- ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମ
ସିଂହ ରାଶି- ଓଁ ପରଶୌର୍ଯ୍ୟ ବିନାଶନ ନମ
କନ୍ୟା ରାଶି- ଓଁ ପଞ୍ଚବକ୍ତ୍ର ନମ
ତୁଳା ରାଶି- ଓଁ ସର୍ବଗ୍ରହ ବିନାସିନେ ନମ
ବିଛା ରାଶି- ଓଁ ସର୍ବବନ୍ଧବିମୋକ୍ତ୍ରେ ନମ
ଧନୁ ରାଶି – ଓଁ ଚିରଂଜିବିତେ ନମ
ମକର ରାଶି- ଓଁ ସୁରର୍ଚିତେ ନମ
କୁମ୍ଭ ରାଶି- ଓଁ ବଜ୍ରକାୟ ନମ
ମୀନ ରାଶି- ଓଁ କାମରୂପିଣେ ନମ
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024