ଭାରତ-ପାକ୍ ମ୍ୟାଚ୍ ଥାଇ ବି ପଡିଲାନି ପ୍ରଭାବ ୱିକେଣ୍ଡରେ ରେକର୍ଡ କଲା ଶାହରୁଖ୍ ଖାଁ ଫିଲ୍ମ ‘ଜୱାନ’
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଙ୍ଗ୍ ଖାଁ ଶାହରହୁଖଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଜୱାନ’ବକ୍ସ ଅଫିସରେ ଧମାଲ କରୁଛି । ରିଲିଜ୍ ଦିନରୁ ଫିଲ୍ମର ଜଲୱା ଜାରି ରହିଛି । ଆଗାମୀ ଦିନରେ ଏହା ସମସ୍ତ ରେକର୍ଡ ...