BUSINESS ODISHA ବନ୍ଦ ହେଲା ପ୍ରକଳ୍ପ । ଚିଲିକାରେ ହେବନି ଜଳ ବିମାନ ବନ୍ଦର ATRNEWS BUREAU 11 Sep 2018 ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଚିଲିକାରେ ହେବନି ଜଳ ବିମାନ ବନ୍ଦର । ଚାଲିବନି ଓ୍ୱାଟର ଏରୋଡ୍ରମ୍ । ଏଭଳି ପ୍ରସ୍ତାବରୁ ଓହରିଯାଇଛନ୍ତି କେନ୍ଦ୍ର ସରକାର । ଚିଲିକାର ପ୍ରାକୃତିକ ଜୈବ ବିବିଧତା ... Read More »
BUSINESS ODISHA ସୋସିଆଲ ମିଡିଆରେ ଘୁରି ବୁଲୁଛି ମିଛ ଗୁଜବ ! ଏକ ସପ୍ତାହ ବନ୍ଦ ରହିବନି ବ୍ୟାଙ୍କ ATRNEWS BUREAU 31 Aug 2018 ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସେପ୍ଟେମ୍ବର ୧ ରୁ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବନି ବ୍ୟାଙ୍କ । ସୋସିଆଲ ମିଡିଆରେ ଗତ କିଛିଦିନ ହେବ ମିଛ ଖବର ଘୁରି ବୁଲୁଛି । ... Read More »
BUSINESS INDIA ଭାରତରେ ଲଞ୍ଚ ହେଲା ନୂଆ ବଜେଟ ସ୍ମାର୍ଟ ଫୋନ ନୋକିଆ ୩.୧, ଜାଣନ୍ତୁ ଫିଚର ATRNEWS BUREAU 20 Jul 2018 ଇଣ୍ଡିଆରେ ଏଚଏମଡି ଗ୍ଳୋବାଲ ଲଞ୍ଚ କରିଛି ନୋକିଆ ୩.୧ା ଏହି ଫୋନରେ ଅନେକ ଭଲ ଭଲ ଫିଚର ରହିଛି । ଏହା ହେଉଛି ଏକ ବଜେଟ ସ୍ମାର୍ଟ ଫୋନ ଏବଂ ଏହାର ସବୁଠାରୁ ଭଲ ... Read More »
BUSINESS INDIA ବଢିଲା ପିଡିଏସ କିରୋସିନିର ମୂଲ୍ୟ ATRNEWS BUREAU 18 Jul 2018 ପିଡିଏସ କିରୋସିନିର ମୂଲ୍ୟ ବୃଦ୍ଧି ପାଇଛି । ତୈଳ କମ୍ପାନୀମାନେ ଗତ ୧୬ ତାରିଖଠାରୁ କିରୋସିନିର ରେଟ ବଢାଇଥିବା ବେଳେ ସରକାର ପିଡିଏସ କିରୋସିନିର ଦର ଲିଟର ପିଛା ୨୫ପଇସା ବୃଦ୍ଧି କରିଛନ୍ତି । ... Read More »